ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ:ଜଗମୋହନରୁ ଭକ୍ତ କରିବେ ଦୁର୍ଲ୍ଲଭ ଦର୍ଶନ

ପୁରୀ : ଦୀର୍ଘ ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଜି ଶ୍ରୀମନ୍ଦିର ଜଗମୋହନ ଖୋଲିବା ନିଶ୍ଚିତ ହୋଇଛି। ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଜଗମୋହନ ଖୋଲିବା ପାଇଁ ସବୁ ବ୍ୟବସ୍ଥା କରିଛି। ଆଜି ସକାଳଧୂପ ସରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରୁ ୧୨ଟା ଭିତରେ ଜଗମୋହନ ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ମହାପ୍ରଭୁଙ୍କୁ ଭିତରକାଠ (ଜଗମୋହନ)ନିକଟରୁ ଦର୍ଶନ କରିବା … Continue reading ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ:ଜଗମୋହନରୁ ଭକ୍ତ କରିବେ ଦୁର୍ଲ୍ଲଭ ଦର୍ଶନ